ଭଙ୍ଗା ଇନ୍ଦ୍ରଧନୁ ଓ ଆମ୍ବଗଛ (Odia Story)

©NareshKumarBehera

ସେ ତା ଗଛଟିକୁ କାଟିବାକୁ ବାଧ୍ୟହୋଇଛି ମୁଁ ନିସ୍ତବ୍ଧ ହୋଇ ଠିଆ ହୋଇଥାଏ ସେଠାରେ... ଯେପରି କାହାକୁ ଦାହକରି ଶ୍ମଶାନରେ ଜଗିଅଛି ନିଜର ନଥିଲେ ବି ଖୁବ ଭଲ ପାଉଥାଏ ତାକୁ... ଏଇ କିଛି ଦିନ ହେଲା ଦୁଇଟି ଶୁଆ ଆସି ସେଠାରେ ଖେଳୁଥିବାର ଦେଖିଥିଲି... 
Read Full Story on STORYMIRROR

0 comments: