ଯେପରି
ଏକ ଭଲ ଶାସକ ପାଇଁ ନିର୍ବାଚନର ବ୍ୟବସ୍ଥା ଅଛି, ସେପରି ସାହିତ୍ୟ ପାଇଁ ମଧ୍ୟ ଆବଶ୍ୟକ ହୁଏ ବାରମ୍ବାର ସଂଶୋଧନ
(ବିଶେଷକରି ଡିଜିଟାଲ ମାଧ୍ୟମରେ ହେଉଥିବା ଯାନ୍ତ୍ରିକ ତ୍ରୁଟି), ନୂତନ
ସଫ୍ଟୱେର ଏବଂ ଗୁଗଲ ଭଳି ଅନ୍ୟାନ୍ୟ (ସର୍ଚ ଇଞ୍ଜିନ) ୱେବସାଇଟରେ ଓଡ଼ିଆ ଭାଷାକୁ ଅଧିକରୁ ଅଧିକ
ଯୋଡିବା ଏବଂ ପ୍ରତିଟି ଶବ୍ଦକୁ ଏବଂ ତାହାର ଅର୍ଥକୁ ଖୋଜିଲା ଭଳି ଅନୁକୂଳ କରିବା..... Read Complete Article on ODISHAFILES
Showing posts with label Odia. Show all posts
ନାୟିକାର ନାମ (Odia Story)

ତୁମର
ସେ ଲାଜେଇ ଲାଜେଇ, ଢଳିଢଳିକା ଛୁଇଁବା ମନୋବୃତ୍ତି, ମୋତେ କିଛିଟା ସଙ୍କୁଚିତ କରିଥିଲା । କିନ୍ତୁ ସାହସ ହେଉନଥାଏ । ରାସ୍ତାର ଏପଟ ସେପଟ
ଦେଖୁଥାଏ । କାଳେ କିଏ ଦେଖୁଥିବ! କିଏ ଆସିଯିବ! ତା’ପରେ ତୁମ ପାଖରେ
ବସିବାକୁ ଚେଷ୍ଟା କରିଥିଲି । ଆଉ ତୁମେ ଯେ ନିଜକୁ ମୋ ଉପରେ ଢାଙ୍କିବାକୁ ଚେଷ୍ଟା କରୁଥିଲ...
Read Full Story on STORYMIRROR
ଭଙ୍ଗା ଇନ୍ଦ୍ରଧନୁ ଓ ଆମ୍ବଗଛ (Odia Story)
©NareshKumarBehera
ସେ ତା’ ଗଛଟିକୁ କାଟିବାକୁ ବାଧ୍ୟହୋଇଛି । ମୁଁ ନିସ୍ତବ୍ଧ ହୋଇ ଠିଆ ହୋଇଥାଏ ସେଠାରେ... ଯେପରି କାହାକୁ
ଦାହକରି ଶ୍ମଶାନରେ ଜଗିଅଛି । ନିଜର ନଥିଲେ ବି ଖୁବ ଭଲ ପାଉଥାଏ ତା’କୁ... ଏଇ କିଛି ଦିନ ହେଲା ଦୁଇଟି ଶୁଆ ଆସି ସେଠାରେ ଖେଳୁଥିବାର ଦେଖିଥିଲି...
Read Full Story on STORYMIRRORଲାଫାଫାରେ ଚକଲେଟ୍ (Odia Poem)
ବୁଝିଛି ମୁଁ ତୁମର ସେ
ସନ୍ଦେଶକୁ
ଲାଫାଫାରେ ପଠେଇଥିବା
ସେ ଚକଲେଟ୍ ଟି...
କିନ୍ତୁ ନା’
ଖୋଲିପାରିଲି, ନା’ ଛୁଇଁପାରିଲି...
Read Full Poem in >> STORYMIRROR
Subscribe to:
Posts (Atom)



Follow Me
Were this world an endless plain, and by sailing eastward we could for ever reach new distances